ଅଗ୍ନି କାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ନଷ୍ଟ

ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ଗ୍ରାମ ର ଜିତୁ ଗୌଡ଼ ଙ୍କ ଘରେ ଶନିବାର ଭୋର୍ ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ନଷ୍ଟ ହୋଇଛି । ଏଥି ସହ ତାଙ୍କର ଦୁଇ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁ କୁ ଆୟତ କରିଥିଲେ । ଏହି ଗ୍ରାମ କଂଧମାଳ ଜିଲା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ବାରେ ବିଳମ୍ବ ଘଟିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ