କଳାହାଣ୍ଡି ଭବାନୀପାଟଣା ଅଟାଙ୍ଗଗୁଡାଛକ ଠାରେ ବାଇକ ଓ ହାଇବା ଧକ୍କା

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଭବାନୀପାଟଣା ଅଟାଙ୍ଗଗୁଡାଛକ ଠାରେ ବାଇକ ଓ ହାଇବା ଧକ୍କାଘଟଣା ସ୍ଥଳ ରେ ବାଇକ ଚାଲାକ ମୃତ୍ୟୁ ମୃତକ ହେଲେ ସଂକରୀଗୁଡା ର ରିପୁ ମାଝୀ ସୂଚନା ଅନୁସାରେ ତାଙ୍କ ତାଙ୍କ ଘରୁ ଭାବନିପାଟଣା କୁ କିଛି କାମ ରେ ଥିବାବେଳେ ଏକ ହାଇବା ଗାଡି ନମ୍ବର OD08K 0420 ସାଙ୍ଗେ ସାମ୍ନା ସାମ୍ନା ଧକ୍କା ହୋଇ ଥିଲା ଘଟଣା ସ୍ଥଳେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ସ୍ଥାନୀୟ ଲୋକ ଭବାନୀପାଟଣା ସଦର ଥାନା କୁ ଜଣେଇବାରୁ ସାଦରପୋଲିସ ଘଟଣା ସ୍ଥଳ ରେ ପହଂଚ ଡ୍ରାଇବାର କୁ ଅଟକ ରଖିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ