ଭିଜିଲାନ୍ସ ଜାଲରେ ପିଇଓ

କଳାହାଣ୍ଡି,(ୱାଇଏନ୍ଏସ୍): ଆଜି ସକାଳ ର ବ୍ରେକିଙ୍ଗ ନ୍ୟୁଜ ଭିଜିଲାନ୍ସ ଜାଲରେ ପିଇଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଥୁଆପଦର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ଵର ନାଏକ ଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର ପଞ୍ଚୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ ଙ୍କ ବାସଭବନ ଭବାନୀପାଟଣା କୂଟରୁ ଖମାର ପଂଚାୟତ କାର୍ଯ୍ୟାଳୟ ସମେତ ନିଜର ନିଜ ଗାଁ କଲମପୁର ବ୍ଳକ ଭେଳା ଗାଁ ରେ ଏକା ସାଙ୍ଗରେ ଚଢ଼ାଉ ରାୟଗଡା ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ ଭବାନୀପାଟଣା ଭିଜିଲାନ୍ସ ଇନିସ୍ପେକ୍ଟର ପ୍ରମିଳା ସୁନା ଜୟପାଟଣା ଭିଜିଲାନ୍ସ ଇନିସ୍ପେକ୍ଟର ବି.କେ ରାୟ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ