ଗୋବରା ରେ ଗୀତା ଜୟନ୍ତୀ ପାଳିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ବଡଦାଣ୍ଡ ସ୍ତିତ ଦଧିବାମନ ସ୍ୱାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି 36 ତମ ଗିତା ଜୟନ୍ତୀ ଉଛବ ଅନୁଷ୍ଠିତ ହୋଇଯାଇଛି । 1985 ମସିହାରୁ ପ୍ରତିବର୍ଷ ପାଳନ ହୋଇଆସୁଛି । ମୁଖ୍ୟ ପୂଜାରୀ ଭାବେ ତପନ ଶତପଥୀ ଯୋଗଦେଇଥିବା ବେଳେ ପଣ୍ଡିତ ସୁରେନ୍ଦ୍ର ପାତ୍ର, ଶିକ୍ଷାବିତ ରାମକୃଷ୍ଣ ପାତ୍ର, ମୁଖ୍ୟ ଅତିଥିଭାବେ ପଣ୍ଡିତ ଭଗବାନ ସାହୁ ଓ ପଣ୍ଡିତ ସୁରେନ୍ଦ୍ର ରଥ ଯୋଗଦେଇଥିଲେ । ଏହାକୁ ଗୋବରା ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ