କଳାହାଣ୍ଡି-ଜାତୀୟ ରାଜପଥ ଉପରେ କଲରାପତରିଆ ବାଘ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରେ ରାତି ରେ ଦେଖିବାକୁ ମିଳିଛି ଏକ କଲରା ପତାରିଆ । ଗତ କାଲି ବିଳମ୍ବିତ ରାତିରେ ଜୟପୁର ରୁ ଶିଉନି ଫେରୁଥିବା କାର ଯାତ୍ରୀ ଏହି ଦୃଶ୍ୟ ନିଜ ମୋବାଇଲ ରେ ଉତୋଳନ କରିଥିଲେ । ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି କଲରା ପତରିଆ ବାଘ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ବାଘ ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ