ଖୁବ୍‌ଶୀଘ୍ର ପୂରଣ ହେବ ବରୁଣଙ୍କ ସ୍ୱପ୍ନ

ବଲିଉଡ୍ ଅଭିନେତା ବରୁଣ ଧାୱନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ନିଜେ ବରୁଣ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାରକରି ଏହା କହିଛନ୍ତି । ପ୍ରକୃତ କଥା ହେଲା ପରମବୀର ଚକ୍ରରେ ସମ୍ମାନିତ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍ ହେବାକୁ ଯାଉଛି । ଏଥିରେ ବରୁଣ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାମ ଫାଇନାଲ ହୋଇ ନାହିଁ । ତେବେ ଏହାର ନିର୍ଦ୍ଦେଶନା ଦେବେ ଶ୍ରୀରାମ ରାଘବନ । ଦେଶର ଜଣେ ସୈନିକ ଚରିତ୍ରରେ ଅଭିନୟ କରିବା ମୋର ସ୍ୱପ୍ନ ଥିଲା । ଏବେ ତାହା ପୂରଣ ହେବାକୁ ଯାଉଛି ବୋଲି ବରୁୁଣ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ