ଘୋଷରାପଦାରେ ନଳକୂପ ଅଚଳ; ପିଇବା ପାଣି ସମସ୍ୟାରେ ଗ୍ରାମବାସୀ
ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମରେ ଏକ ନଳକୂପ ଅଚଳ ହୋଇପଡିଥିବାରୁ ଲୋକମାନେ ପିଇବା ପାଣିପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗୋଟିଏ ନଳକୂପ ଉପରେ ଗ୍ରାମର ୩୦ରୁ ଉର୍ଦ୍ଧ ପରିବାର ନିର୍ଭର କରୁଥିବାବେଳେ ୧୦ଦିନ ହେବ ଏହି ନଳକୂପଟି ଅଚଳ ହୋଇପଡିଛି । ଏନେଇ ଗ୍ରାମବାସୀମାନେ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେବି ସରପଞ୍ଚ କୌଣସି କର୍ଣ୍ଣପାତ କରୁନଥିବାରୁ ଏହି ପରିବାର ଗୁଡିକ ପିଇବା ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ।
ନିଷ୍ପତି ନମାନିବାରୁ