ଥୁଆମୂଳ ରାମପୁରର ଜନୈକ ଲୋକଙ୍କ ଚାଷ ଜମି କାଦୁଅରେ ପଡି ବୃଦ୍ଧ ମୃତ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଥୁଆମୂଳ ରାମପୁରର ଜନୈକ ଲୋକଙ୍କ ଚାଷ ଜମି କାଦୁଅରେ ପଡି ବୃଦ୍ଧ ମୃତ । ଆଜି ସକାଳୁ ଜମି ମାଲିକ ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିବା ବେଳେ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବୃଦ୍ଧର ପରିଚୟ ମିଳି ପାରିନଥିବା ବେଳେ ସେଠାରୁ ଉଦ୍ଧାର ପାଇଁ ମୃତକଙ୍କ ସମ୍ପର୍କୀୟଙ୍କ ଅପେକ୍ଷାରେ ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ