୨୯ନଂ.ପାଣି ପଞ୍ଚାୟତ ନିର୍ବାଚନ ସ୍ଥଗିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଜଳ ସେଚନ କାର୍ଯ୍ୟାଳୟ ସେକ୍ସନ-୨ ଅଧିନ କପିଳେଶ୍ୱର ପିପି ସାଲ୍‌-ଓଆରଏ-୨୯ନଂ. ପାଣି ପଞ୍ଚାୟତ ନିର୍ବାଚନ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ହୋଇଥିବା ଜଣାଯାଇଛି । ଉକ୍ତ ପାଣି ପଞ୍ଚାୟତର ନିର୍ବାଚନ ଏପ୍ରିଲ୍ ୧୯ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ଅପରିହାର୍ଯ୍ୟ କାରଣ ବଶତଃ ଏହାକୁ ସ୍ଥଗିତ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ