ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ:ଏକ ହଜାର କୋଟି ଟଙ୍କାରୁ କମ ପୁଞ୍ଜି ଯୁକ୍ତ କମ୍ପାନୀଙ୍କ ଉପରେ ନଜର ରଖିବା ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ନୂଆ ନିୟମ ଲାଗୁ କରିବ। ବିଶେଷ କରି ଏହି କମ୍ପାନୀର କାଉଣ୍ଟରରେ ଅଧିକ ଅସ୍ଥିର ପରିଲକ୍ଷିତ ହେଉଥିବାରୁ କ୍ଷୁଦ୍ର ତଥା ମଧ୍ୟ କମ୍ପାନୀର କାଉଣ୍ଟରକୁ ନୀରିକ୍ଷଣରେ ରଖିବ ବିଏସଇ। ଏହାକୁ ଏଡ ଅନ ପ୍ରାଇସ ବ୍ରାଣ୍ଡ ଫ୍ରେମୱାର୍କ ବୋଳି ନାମିତ କରାଯାଇଛି। ଏହି ଫ୍ରେମ ୱାର୍କରେ ସଂକ୍ଷିପ୍ତ ହୋଇଥିବା ସିକୁ୍ୟରିଟିକୁ ସପ୍ତାହିକ,ମାସିକ ଓ ତ୍ରୟୋମାସିକ ପ୍ରାଇସ ଲିମିଟରେ ରଖାଯିବ। ଏହାର ଅର୍ଥ ଏହି ସମୟ ମଧ୍ୟରେ ସିକୁ୍ୟରିଟିରେ ସ୍ଥିରତା ରହିବ ବୋଲି କୁହାଯାଇଛି। ଆସନ୍ତା ୨୩ ରୁ ଏହି ନୂଆ ନିୟମ କାର୍ଯ୍ୟକାୀ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ