ବିଜୁ ଯୁବଜନତା ଦଳ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଟିମର ଯୋଗଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୁରୀ ଠାରେ ଅନୁଷ୍ଠିତ ବିଜୁ ଯୁବଜନତା ଦଳର ୨ଦିନିଆ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡାର ଏକ ଟିମ ଯୋଗଦେଇଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ କେନ୍ଦ୍ରାପଡାରୁ ଯାଇଥିବା ବ୍ଲକ ଯୁବ ବିଜେଡି ସଭାପତି ସଂଗମକେଶରୀ ସାମଲ, ଡିଜିଟାଲ ସମ୍ପାଦକ ଆଲୋକ ମାହାଳି, ନଗର ଯୁବ ବିଜେଡି ସଭାପତି ମାନସରଞ୍ଜନ ଦାସ, ପଟ୍ଟାମୁଣ୍ଡାଇ ଯୁବ ବିଜେଡି ସଭାପତି ମିଟ୍ଟୁମନୋଜ ନାୟକଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଓ ନଗରର କର୍ମକର୍ତ୍ତାମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ