ନିର୍ବାଚନ ମଣ୍ଡଳୀର ବିକାଶମୁଳକ ପ୍ରକଳ୍ପ ତ୍ୱରାନିତି କରିବାକୁ ବାଚସ୍ପତଙ୍କି ଦଲ୍ଲି ଗସ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ନିର୍ବାଚନ ମଣ୍ଠଳୀନର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପକୁ ତ୍ୱରାେିତି କରବି ପାଇଁ ଚାରିଦିନିଆ ନୁଆଦିଲ୍ଲୀ ଗସ୍ତ କରି ଫେରି ଆସିଛନ୍ତି । ଓଡିଶା ବିଧାେ ସଭାକୁ ଇ-ବିଧାେସଭାନର ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାେଙ୍କ ସହ ଆଲୋଚନା କରିଛନ୍ତି । ଉଲେଖ ଯୋଗ୍ୟ ଯେ ଓଡିଶା ବିଧାେସଭା କୁ ଇ-ବିଧାନ ସଭାରେ ପରଣି ତ କରବି ପାଇ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରାୟଗଡା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରବା ପାଇଁ ଆଲୋଚନା କରିଥିଲେ । ଉକ୍ତ ରେଳପଥ ଥେରୁବାଲି, ମୋହନନା ସହ ଦିଗପହଣ୍ଡି ଓ ଗୋପାଳପୁର ସହତି ସଂଯୋଗ କରିବ ଏବଂ ଏତ ଦ୍ୱାରା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଲାକ୍ଷାଦ୍ଵୀକ ଜନସାଧାରଣ ଉପକୃତ ହେବାକୁ ଥିବାରୁ ଏହି କାର୍ଯ୍ୟକୁ ର୍ଯୁଦ୍ଧକାଳୀେ ଭିତିରେ କରିବାପାଇଁ ରେଳ ମନ୍ତ୍ରୀଙ୍କୁସେ ଅନୁରୋଧ କରିଥିଲେ । ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେଲେ ଯୋଗାଯୋଗ, ଗମନାଗମନ ଗମୋଗମେ ଓ ବିକାଶ ଖେତ୍ରରେ ମୋହନ ଓ ଦିଗପହଣ୍ଠି ଅଞ୍ଚଳର ପ୍ରଭୃତ ଉନ୍ନଟି ସାଧିତ ହେବ ବୋଲି ସେ ମନ୍ତ୍ରୀଙ୍କୁ କହଥିଲେ । ମାଟିଆ ସହି ଏବଂ ମଦନମୋହନପୁର ଗ୍ରାମର
ଜନସାଧାର ଡୈନା ଦିନ କରଜ୍ୟରେ ରେଳଲାଇନ ଅତିକ୍ରମ କରୁଥିବାରୁ ସେ ଧାନ ଓ ଜୀବନ ସୁରକ୍ଷା ପାଇଁ ଓଭର ବ୍ରିଜ୍ କିମ୍ବା ଆଣ୍ଡ୍ରପସ୍ର ଅଣ୍ଠର ପାସ୍ ନିର୍ମାଣ ପାଇଁ ମଧ୍ୟ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତବେତିତ ୧୫ ବର୍ଷରୁ ଉର୍ଦ୍ଧ୍ହେବ କେନ୍ଦ୍ରୀୟ ବିଦ୍ୟାଳୟ କତୃପକ୍ଷଙ୍କୁ ଦିଗପହଣ୍ଡି ଠାରେ ଗୃହ ନିର୍ମାଣ ପାଇଁ ସ୍ତନ ଯୋଗାଇ ଦିଆଯାଇଛି, କିନ୍ତୁ ଏ ପରଜୟନ୍ତ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇନଥିବା କହିଛନ୍ତି। ତୁରନ୍ତ ଆବଶୟକ ଅର୍ଥ ପ୍ରଦାନ କରିବାକୁ ବାଚସ୍ପତି ଡ଼ଃ ପାତ୍ର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦେର ପ୍ରଧାନକୁ ଅନୁରୋଧ କରିଛନ୍ତି । କୁକୁଡାଖଣ୍ଡିରେ ବହୁ ସରକାରୀ କାର୍ଜ୍ୟାଳଥିବା ବେଳେ ସେଠାରେ ବହୁ ସରକାରୀଙ୍କରମଚାରୀ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ସେମାଙ୍କ ପିଲା ମାନେ ଗୁଣାତ୍ମକ ଶିକ୍ଷା ଆବଶୟକତା କରୁଥିବାରୁ ସେଠାରେ ମଧ୍ୟ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତଷ୍ଠି କରିବା ପାଇଁ ଅନୁରୋଧ କରିଥିଲେ ।ବାଚସ୍ପତଙ୍କ ଅନୁରୋଧ ଅନୁଯାଇ ପ୍ରକଳ୍ପ ଗୁଡିକର କାର୍ଜ୍ୟ ତ୍ୱରାନ୍ୱିତ କରିବାପାଇଁ ମନ୍ତ୍ରୀ ରାଜି ହୋଇଥିବା ସୂଚନା ମିଳିଛି, ଏଥିସହ ବଚସ୍ପତି ରଫିକମାର୍ଗ ସ୍ତିତ ସମ୍ବିଧାନ କ୍ଲବ ଠାରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ଵଶ୍ୟ ସମିଳନୀରେ ଯୋଗ ଦେଇ ଦେଶର ପ୍ରଗତିରେ ସେମାଙ୍କ ଅବଦାନ ନେଇ କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ