ସଦର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନାରେ ଦୀପଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରଚାଯାଇଥିବା ଆକ୍ରମଣକୁ ନିନ୍ଦା କରିଛି ବାଲେଶ୍ୱରର ସଦର ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ସଦର ବିଜେପିର କର୍ମକର୍ତ୍ତା ଓ ସଦସ୍ୟମାନେ ଗୁରୁବାର ସଂଧ୍ୟାରେ ସହରର ବିବେକାନନ୍ଦ ମାର୍ଗସ୍ଥିତ ଲଳିତେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା ସହ ସାମୂହିକ ଦୀପଦାନ କରିଛନ୍ତି । ସଦର ବିଜେପି ନେତା ମାନସ ଦତ୍ତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏଥିରେ ଯୋଗଦେଇ ମାଆ ଲଳିତେଶ୍ୱରୀଙ୍କୁ ଆରଧନା ସହ ଦୀପଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ