ବ୍ୟାଙ୍କକୁ ବିଶୋଧନ ପରେ ସ୍ୱଭାବିକ ହେଲା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ପଜେଟିଭ ଜଣାପଡିବାପରେ ଗତକାଲି ବ୍ୟାଙ୍କ କାରବାରକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଫଳରେ ଅନେକ ଗ୍ରାହକ ବ୍ୟାଙ୍କକୁ ଟଙ୍କା ନେଣଦେଣ ପାଇଁ ଆସି ନିରାଶରେ ଫେରିଥିଲେ । ଆଜି ବ୍ୟାଙ୍କ କର୍ତ୍ତୁପକ୍ଷ ବ୍ୟାଙ୍କକୁ ବିଶୋଧନ କରିବାପରେ ପୁନର୍ବାର ବ୍ୟାଙ୍କ ଖୋଲାଯାଇ ବ୍ୟାଙ୍କ କାର୍ଯ୍ୟକୁ ସ୍ୱଭାବିକ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ