ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ତାଲିକା
ଆଉ କିଛି ଦିନ ପରେ ନିର୍ବାଚନ । ନିର୍ବାଚନ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇଛି । ଆସିକା ଲୋକସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ଦିଲ୍ଲୀପ କୁମାର ପାତ୍ର ଓ ବି.ଏସ,ପି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ନାୟକ , ଏସ୍.କେ.ଡି ରୁ ବୁଲୁଗୈାଡ ଲୋକସଭା ପ୍ରାର୍ଥୀ ଲଢେଇ କରିବା ଆରମ୍ଭ କରିଥିବା ବେଳେ ବିଧାନସଭା ଆସନ ପାଇଁ ଆଇଏନସି ଦଳ ତରଫରୁ ମନୋଜ କୁମାର ଜେନା ,ଏ.ଏନ୍.ସି ତରଫରୁ ସୀତାରାମ ମୋହିନୀ.ଏସ.କେ.ଡି ତରଫରୁ ସୀତାରାମ ମୋହିନୀ , ଏସ୍ .କେ.ଡି ତରଫରୁ ସମୀର ସ୍ୱାଇଁ , ସ୍ୱାଧିନ ଭାବେ ରବିନ୍ଦ୍ର ମହାପାତ୍ର ,ଭଞ୍ଜନଗର ବିଧାନସଭା ପ୍ରାର୍ଥୀ ଭାବେ ବିଜେପିରୁ ପ୍ରଦ୍ୟୁମ୍ନ କୁମାର ନାୟକ , ସ୍ୱାଧିନ ଭାବେ ଜିତେନ୍ଦ୍ର କେଶରୀ ଆରୁଖ , ପୋଲସରାରୁ ବିଧ।।ନସଭା ଆସନ ପାଇଁ ସ୍ୱାଧିନ ଭାବେ ବୀର ବିକ୍ରମ ଆରୁଖ , ପୀତବାସ ପ୍ରଧାନ ,ପ୍ରତାପ ଚନ୍ଦ୍ର ନାୟକ , କେଦାରନାଥ ମହାରଣା , ଶିବ ପ୍ରଧାନ ବିଷୋୟୀ , ବି.ଏସ.ପି ରୁ ପି.କୈଳାଶ ଚନ୍ଦ୍ର ପାତ୍ର , ସେହିପରି କବିସୂର୍ଯ୍ୟନଗରରୁ ବିଧାନସଭା ଆସନ ପାଇଁ ବିଜେଡିରୁ ଲତିକା ପ୍ରଧାନ , ସ୍ୱାଧିନ ଭାବେ ମଞୁଳା ପ୍ରଧାନ , ଅବନୀକାନ୍ତ ବଡଜେନା , ଏ.ଏନ.ସି ପକ୍ଷରୁ ଧନୁଜଁୟ ଘୋଷ ,ଏଚ.ଏନ.ଡି ନିବାସ ନାହାକ , ସାନଖେମୁଣ୍ଡି ବିଧାନସଭା ଆସନ ବିଜେପି ତରଫରୁ ନୀଳମଣୀ ବିଷୋୟୀ , ସ୍ୱାଧିନ ଭାବେ ରଘୁନାଥ ନାଏକ , ହିଞ୍ଜିଳି ବିଧାନସଭା ପାଇଁ ସ୍ୱାଧିନ ଭାବେ ସୁକାନ୍ତ କୁମାର ପଣ୍ଡା , ସି,ଲକ୍ଷ୍ମୀ ଆଚାର୍ଯ୍ୟ , ଆଇଏନସି ଦଳ ପ କ୍ଷରୁ ଶମ୍ଭୁ ପାଣିଗ୍ରାହି , ବିଜେପି ତରଫରୁ ପିତାମ୍ବର ଆଚାର୍ଯ୍ୟ , ବି.ଏସ.ପି ଦଳ ପକ୍ଷରୁ ଭାସ୍କର ଚୈାଧୁରୀ , ଏ.ଏନ.ସି ରୁ ରଞ୍ଜନ କୁମାର ଆପଟ , ଖଲ୍ଲିକୋଟ ବିଧାନସଭା ପାଇଁ ଏଚ୍ .ଏନ.ଡି ମୀନା କୁମାର ତାହାଲ , ଏସ .କେ.ଡି ରୁ ସୁଦର୍ଶନ ଜାଲ୍ଲୀ , ଏ.ଏନ.ସି ରୁ ବିଶ୍ୱଜିତ ବେହେରା ନାମ ତାଲିକା ଘୋଷଣା କରାଯାଇଛି ।


