ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା

ପୁରୀ, (ଯୁଗାବ୍ଦ ନ୍ୟୁଜ) :ଆଜି ସକାଳେ ଶ୍ରୀ ମନ୍ଦିରରେ ଗୋପାଳବଲ୍ଲଭ ନୀତି ପରେ ମନ୍ଦିର ଦ୍ୱାର ଖୋଲିବା ମାତ୍ରେ ଶ୍ରୀ ମନ୍ଦିର ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଧର୍ଯ୍ୟହରା ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ ଭାଙ୍ଗି ମନ୍ଦିର ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ଠେଲାପେଲାରେ କିଛି ମହିଳା ଶ୍ରଦ୍ଧାଳୁ ତଳେ ପଡି ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ