ଫର୍ମାସୀ କାଉନସିଲ ଇଣ୍ଡିଆ ର ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

ଛତ୍ରପୁର, (ଦେବଦତ୍ତ ମହାରଣା) : ମଣ୍ଟୁ କୁମାର ପଟେଲ ଫର୍ମାସୀ କାଉନସିଲ ଇଣ୍ଡିଆ (ପିସିଆଇ )ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି l ସେ ପୂର୍ବରୁ ଗୁଜୁରାଟ ଫର୍ମାସୀ କାଉନସିଲର ଅଧ୍ୟକ୍ଷ ଅଛନ୍ତି l ଏହି ଅବସର ରେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ର ରାଜ୍ୟ ସଭାପତି ନବୀନ କୁମାର ମହାପାତ୍ର ଶ୍ରୀ ପଟେଲ ଙ୍କୁ ଶୁଭକାମନା ଜଣାଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ