ଘରେ ପଶି ଟଙ୍କା ଚୋରୀ ଅଭିଯୋଗରେ ନାବାଳକ ଗିରଫ

ଯୋଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କୁଟୁଗାଁ ଗ୍ରାମରେ ଗତ ଶନିବାର ଦିନ ଗୈାତମ ବେହେରାଙ୍କ ଘରେ ପଶି କେହି  ତାଲା ଭାଙ୍ଗି ଘରୁ ନଗଦ ୮ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଥିଲ । ଅଭିଯୋଗ  ଆଧାରରେ ପୋଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣେ  ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ