ଗ୍ରାମବାସୀଙ୍କ ଏତଲା ପରେ ଟାଟା ଷ୍ଟିଲ ସେଜ ସିକ୍ୟୁରିଟ ଅଧିକାରୀ ଙ୍କ ବିରୋଧ ଦୁଇଟି ମାମଲା ରୁଜୁ କଲା ପୋଲିସ :  ଆନ୍ଦୋଳନ ସ୍ଥଳକୁ ଫେରିଲେ ଗ୍ରାମବାସୀ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ପ୍ରଥମେ ସ୍ଥାୟୀ ନିଯୁକ୍ତି ସହ ଅନ୍ୟ ଦାବୀ ଗତ 11ତାରିଖ ଠାରୁ କାଳିପଲ୍ଲୀ ଗ୍ରାମ ବାସୀ ଟାଟା କମ୍ପାନୀ ଦ୍ୱାରା କରାଯାଉଥିବା ଦୀପକ ଫାର୍ଟିଳାମାମଲା ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ପହଁଚିଲା 13 ଦିନ l ଗତକାଲି ଟାଟା ଷ୍ଟିଲ ସେଜ଼ ର ସିକ୍ୟୁରିଟି ଅଧିକାରୀ ଙ୍କ ନାମରେ କାଳିପଲ୍ଲୀ ଗ୍ରାମବାସୀଙ୍କ ତରଫରୁ ଦୁଇଜଣ ଯଥା ମୁରଲୀ ସାହୁ ,ଏସ୍. ଗଣେଶ ପାତ୍ର ଓ ବ୍ୟକ୍ତିଗତ ଭାବେ ପରମେଶ୍ୱର ସେଠୀ ଦୁଇଟି ଏତଲା ସହିତ ଶହ ଶହ ଗ୍ରାମବାସୀ ଚମାଖଣ୍ଡି ଥାନାରେ ଯାଇ ଏତଲା ଦେଇଥିଲେ l ତାହା ଥାନାରେ ଦୁଇଟି ଏତଲା ଯଥା :- 123/22 ଓ 124/ 22 ପଞ୍ଜିକରଣ ହେଲା ପରେ ଗ୍ରାମବାସୀ ପୁଣି ପ୍ରକଳ୍ପ ସ୍ଥଳକୁ ଯାଇ ଆନ୍ଦୋଳନ ଜାରି ରଖିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ