ବଜ୍ରାଘାତରେ ୨ ଗାଈ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଜାବିନିପୁର ଗ୍ରାମରେ ବଜ୍ରାଘାତ ଘଟି ଦୁଇଟି ଗୋରୁ ପ୍ରାଣ ହରାଇଥିବା ଜଣାଯାଇଛି । ଗ୍ରାମର ସୁକରିଆ ମୁଣ୍ଡାଙ୍କ ଗାଈଗୋରୁ ମାନେ ଚରିବାକୁ ଯାଇଥିବାବେଳେ ଆଜି ମଧ୍ୟାହ୍ନରେ ବଜାଘାତ ହେବରୁ ଦୁଇଟି ଗାଈଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସୁକୁରିଆ ମୁଣ୍ଡାଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ସରକାରୀ ସହାତା ଯୋଗାଇ ଦେବାକୁ ଯୁବ ନେତା ଟୁଲୁ ସେନାପତି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ