ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ତୈଳ ଚିତ୍ର ଅନାବରଣ ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ-ଗଜପତି ଜିଲ୍ଲାର ପୂର୍ବତନ ବରିଷ୍ଠ ଶିକ୍ଷକ ନେତା, ଓଷ୍ଟାର ପୂର୍ବତନ ମଣ୍ଡଳ ସଂପାଦକ ତଥା ଭାଟକୁମରଡା ଶ୍ରୀ ନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ବର୍ଗତ ଗୋବିନ୍ଦ ଦାଶଙ୍କର ତୈଳ ଚିତ୍ର ଅନାବରଣ ଉତ୍ସବ ଉକ୍ତ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବାସନ୍ତୀ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସ୍ବର୍ଗତ ଗୋବିନ୍ଦ ଦାଶଙ୍କର ସାଂଗଠନିକ ସହକର୍ମୀ ତଥା ଓଷ୍ଟାର ଗଂଜାମ-ଗଜପତି ଜିଲ୍ଲା ର ପୂର୍ବତନ ସଂପାଦକ କାମରାଜୁ ମହାରଣା ଙ୍କ ସଂଯୋଜନା ରେ ପରିଚାଳିତ ଏଇ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସ୍ବର୍ଗତ ଦାଶଙ୍କର ସହ କର୍ମୀ ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ବତନ ଏଲୋଷ୍ଟା ସଂପାଦକ ତଥା ଭାଟକୁମରଡା ସମିତି ସଭ୍ୟ ବିଜେପି ନେତା କୋରା ନାଥ ସ୍ବାଇଁ, ପୂର୍ବତନ କଲେଜ ଶିକ୍ଷକ ସଂଘ ସଂପାଦକ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ବନମାଳୀ ପାଣିଗ୍ରାହୀ, ପୂର୍ବତନ ଖେଳ ଶିକ୍ଷକ ତଥା ସହକର୍ମୀ ମୃତ୍ୟୁଞ୍ଜୟ ତ୍ରିପାଠୀ ପ୍ରମୁଖ ଉଦ୍ବୋଧନ ଦେଇ ସ୍ବର୍ଗତ ଗୋବିନ୍ଦ ଦାଶଙ୍କର ବିଦ୍ୟାଳୟ ପ୍ରତିଷ୍ଠା, ଶିକ୍ଷକ ସଂଗଠନ ଓଷ୍ଟାରେ ତାଙ୍କର ଭୂମିକା, ଶିକ୍ଷକ ସମସ୍ୟା ସମାଧାନ କରିବାରେ ପ୍ରତିବଧତା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ସ୍ବର୍ଗତ ଦାଶଙ୍କର କନ୍ୟା ସ୍ବର୍ଣ୍ଣଲତା ଦାଶ ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ