ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ହାଇଟେକ ଗ୍ରୁପ ତରଫ ରୁ ଜୋତା ଓ ଟି ସାର୍ଟ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଆଜି ସନ୍ଧ୍ୟାରେ ହାଇଟେକ ଗ୍ରୁପ ତରଫରୁ ଟି ସାର୍ଟ ଓ ଜୋତା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓଙ୍କ ଦ୍ଵାରା ବଣ୍ଟାଯାଇଥିଲା । ଏହି ଅବସରରେ କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟାମ୍ମା,ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଲ , ପାରଳାଖେମୁଣ୍ଡି ପୌରପରିଷଦ ସମସ୍ତ କାଉନ୍ସିଲୋର , ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶାସନମ ବାଳରାଜୁ, ବରିଷ୍ଟ ନେତା S ଗଜପତି ରାଓ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବସନ୍ତ ଦାସ, ଶ୍ରୀ ଭରତ ଭୂଷଣ ମହାନ୍ତି ,ଶ୍ରୀ ରାଜୁ ବେହେରା, ଶ୍ରୀ ଲକ୍ଷ୍ମୀକାନ୍ତ ପରିଚ୍ଛା, ସମସ୍ତ ବ୍ଲକର ସରପଞ୍ଚ ଓ ସମିତି ଏବଂ ସମସ୍ତ ବ୍ଲକର ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ