ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):କେନ୍ଦୁଝର ଜିଲ୍ଲାର ବାଂଶୁଳୀ ଗାଁରେ ସବୁଜ ବାହିନୀ କ୍ଲବ ଆନୁକୁଲ୍ୟରେ ବୁଧବାର ଦିନ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଏଥିରେ ଫାଇନାଲ ଏବଂ ପେନାଲଟ୍ଟି ପାଇଁ ବ୍ରେକରରେ ଗୋଲ ଶୂନ୍ୟ ହୋଇଥିଲା ।ଫଳରେ କମିଟି ତରଫରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।ଉଭୟ ବିଜେତା ଦଳକୁ ୯୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ