ସାପକୁ ଦଉଡ଼ି କରି ସ୍କିପିଂ ଖେଳିଲେ ପିଲା

ସୋସିଆଲ ମିଡ଼ିଆରେ ଏକ ଅଜବ ପ୍ରକାର ଭିଡିଓ ଭାଇରାଲ ହୋଇଛି । ସାପକୁ ଦଉଡ଼ି କରି ତିନିଜଣ ପିଲା ସ୍କିପିଂ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ମନରେ ଭୟ ଖେଳିଯାଇଛି । ହେଲେ ପିଲାମାନେ ର୍ନିଭୟରେ ସାପ ସହ ଖେଳି ଚାଲିଛନ୍ତି । ସାପକୁ ଦଉଡ଼ି କରି ପିଲାମାନେ ସ୍କିପିଂ ଖେଳୁଛନ୍ତି । ପିଲାମାନେ ସାପକୁ ଦୌଡ଼ି ଭାବେ ବ୍ୟବହାର କରିଛନ୍ତି । ସୂଚନା ଅନୁସାରେ ମଲା ସାପକୁ ଦଉଡ଼ି ଭାବେ ଦୁଇପାଖକୁ ଦୁଇ ଜଣ ପିଲା ଧରିଛନ୍ତି । ଭିଏତନାମର ପିଲାମାନେ ମଲା ସାପକୁ ଦଉଡ଼ି କରି ସେଥିରେ ସ୍କିପିଂ ଖେଳୁଥିବା ସୂଚନା ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ୟୁଜର୍ସ ଏହି ଭିଡିଓରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିବା ବେଳେ କେହି କେହି ଏହାକୁ ନାପସନ୍ଦ ବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ