ମୋହନା ରେ ନୂତନ ବ୍ରାହ୍ମଣ ସମାଜ କର୍ମ କର୍ତ୍ତା ଚୟନ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ସ୍ତାନି ହନୁମାନ ମନ୍ଦିର ପାରିଶ୍ଵରରେ ମୋହନା ପଂଚାୟତ ରେ ବସ ବାସ କରୁଥିବା ଶ୍ରେଷ୍ଟ ଜାତୀ ବ୍ରାହ୍ମଣ ସମାଜ ଗଠନ ପାଇଁ ଆଗରୁ ବହୁ ବାର ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଇଚ୍ଛା ଶକ୍ତି ଅଭାବ ରୁ କିଛି ସମୟ ସୀମା ଗଡିବା ପରେ ରବିବାର ଦିନ ନୂତନ ସଂଘ ବା ମୋହନା ବ୍ରାହ୍ମଣ ସମାଜ ଗଠନ ହୋଇଛି ନୂତନ ସଭାପତି ଭାବେ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ସତ୍ୟ ନାରାୟଣ ପତି, ସମ୍ପାଦକ, ଆଇନଜୀବୀ ସନ୍ତୋସ ପାଡ଼ି, ଯୁଗ୍ମ ସମ୍ପାଦକ ମନ୍ମମଥ ମିଶ୍ର, ସଂଗଠନ ସମ୍ପାଦକ ଗଗନ ଦାଶ, କୋଷାଧ୍ୟକ୍ଷ ସୁଧାଂଶୁ ପାଣିଗ୍ରାହୀ, ଗଣମାଧ୍ୟମ ସମ୍ପାଦକ ଅଂଶୁମାନ ପଣ୍ଡା, ପଞ୍ଚାନନ ଦାଶ, ଉପଦେଷ୍ଟା, ପଣ୍ଡିତ ଶିବଶଙ୍କର ପଣ୍ଡା, ରଘୁନାଥ ସୁଆର, ରବୀନ୍ଦ୍ର ଦାଶ,ରାଜେନ୍ଦ୍ର ପ୍ରସାଦ ସାହୁ, ଭୁବନ ନାୟକ,, ସୁତନ୍ତ୍ର ପ୍ରତିନିଧି ମଧୁସୂଦନ ପାଡ଼ି ଙ୍କୁ ଉପସ୍ଥିତ ଥିବା ୧୦୦ରୁ ଉର୍ଦ୍ଧ ବ୍ରାହ୍ମଣ ମାନେ ଚୟନ କରିବା ସହ ପୁଷ୍ପ ମାଲିୟ ଦେଈ ସ୍ୱାଗତ କରିଛନ୍ତି ଆଜିଠାରୁ ନିଜ ଜାତୀ ରେ କେହି ସୁଖ ଦୁଃଖ ରେ ପଡ଼ିଲେ ସାହାଯ୍ୟ କରିବା ସହ ବିଭିନ୍ନ ନୀତି କ୍ରାନ୍ତି ରେ ସମାଜ ଚାଲିବ ଗରିବ ପରିବାରର ବ୍ରାହ୍ମଣ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ମଧ୍ଯ ସଂଘ ସୁଫଳ ଚେଷ୍ଟା କରିବା ସହ ବ୍ରତ ବିବାହ ରେ ସାହଯ୍ୟ କରାଯିବ ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ଦୀପ ପ୍ରଜଳନ ଶହ ଚନ୍ଦନ ମନ୍ତ୍ର ପୁଷ୍ପ ଅଳଙ୍କାର ଠାକୁର ଙ୍କୁ ପ୍ରଦାନ୍ ପରେ ଶେଷରେ ଶାନ୍ତି ପାଠ ପଢିଥିଲେ ପଣ୍ଡିତ ଶିବଶଙ୍କର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ଟୁଟୁ ପାଡ଼ି, ଗଗନ ପାଳ, ଗୋକୁଳ ରଥ, ଚନ୍ଦନ ପାଣିଗ୍ରାହୀ, ଲାଲୁ ପାଡ଼ି, ବେଣୁପାଣି ମିଶ୍ର, କାବୁଲି ରଥ, କାହ୍ନୁ ପାଢ଼ୀ, ସମେତ ଅନ୍ୟ ମାନେ ସାହାଯ୍ୟ କରିଥିଲେ