ଆହତ ହେଲେ ଟାଇଗର

ବଲିଉଡ୍ ନାୟକ ଟାଇଗର ଶ୍ରଫ ଆହତ ହାଇଥିବା ସୂଚନା ମିଳିଛି । ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି । ତେବେ ଫିଲ୍ମ “ବାଗି-୩’ର ଶୁଟିଂ ସେଟ୍‌ରେ ସେ ଆହତ ହୋଇଥିବା କହିଛନ୍ତି । ଅହମ୍ମଦ ଖାଁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଟାଇଗର । ନିକଟରେ ଟାଇଗର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାଗି-୩ର ଲୁକ୍ ଶେୟାର କରିଥିଲେ । ସ୍ଲିବଲେସ୍ ଜ୍ୟାକେଟ ସହ କାର୍ଗୋ ପ୍ୟାଣ୍ଟରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ ଟାଇଗର । ଟାଇଗର ଡ୍ୟାନ୍ସ ଓ ଫିଟନେସ୍ ପାଇଁ ଦର୍ଶକଙ୍କ ବେଶ୍ ପସନ୍ଦ ଏହି ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ