ଅତିଥି ଗୃହ ଉଦ୍ଧ୍ଧଘାଟନ ଓ ଗଣେଷ ବିଗୃହ ସ୍ଥାପନା କଲେ ଏସପି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ପରିସ୍ୱରରେ ଲୋକ ଙ୍କ ଆକର୍ଷିତ ଓ ବିଶ୍ରାମ ନେବା ପାଇଁ ନୂତନ ଅତିଥି ଗୃହ ର ଉଦ୍ଘାଟନ କରିବା ଶହ ଗଣେଷ ବିଗୃହ୍ ସ୍ଥାପନା କରିଛନ୍ତି ଗଜପତି ଏସପି ଜୟରାମ ଶତପଥି ଏବଂ ପରିସ୍ୱରକୁ ସାଜସଜ୍ୟ ମଧ୍ଯ ରଖା ଯାଇଛି ଏହା କାର୍ଯ୍ୟକ୍ରମ ରେ ଆର୍ ଉଦୟଗିରୀ ଏସଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା, ଜୀରାଙ୍ଗ ବୌଦ୍ଧ ମନ୍ଦୀର ଗୁରୁଜୀ, ସମେତ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋଇ, ଚନ୍ଦ୍ରଗିରି ସରପଞ୍ଚ ରଜନୀ ଭାଈ, ବାଘମାରି, ଧାଡିଆମ୍ବ, ବାଘମାରି ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ଏହି ସଭା ରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ଦ୍ଵାରା ଏସପି ଏସଡପିଓ, ଥାନା ଅଧିକାରୀ ଙ୍କୁ ଉପଢାଙ୍କୁଣି ଦେଈ ସ୍ୱାଗତ କରିଥଲେ ସଭା ଶେଷ ରେ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ


