ରାଜଶ୍ରୀ ଙ୍କ ପରିବାରଙ୍କୁ ଭେଟିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ବଡ଼ଗାଁ ପଞ୍ଚାୟତ ଭୁଆଁ ଗ୍ରାମର ଝିଅ ତଥା ଓଡ଼ିଶା ମହିଳା କ୍ରିକେଟ ଦଳର ଚର୍ଚ୍ଚିତ ଚେହେରା କ୍ରିକେଟର ରାଜଶ୍ରୀ ସ୍ବାଇଁ ଙ୍କ ବିୟୋଗ ରେ ଶୋକସନ୍ତପ ପରିବାର କୁ ଆଜି କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ ନାୟକ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।