ଆର୍ଯ୍ୟାପଲ୍ଲୀ ଗ୍ରାମ ରେ ରଥ ବୁଲିଲା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଗ୍ରାମ ରେ ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ଏକ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ପରିକ୍ରମା କରିଥିଲା,ନିକଟ ଭବିଷ୍ୟତ ଆସିବାକୁ ଯାଉଥିବା ସତ୍ୟଯୁଗୀ ଦୁନିଆର ଏହା ଏକ ପ୍ରକାର ସଂକେତ ଅଟେ,ନିରାକାର ପରମପିତା ପରମଆତ୍ମା ଶିବ ବାବା ସତ୍ୟ ଯୁଗର ସ୍ଥାପନ କର୍ତ୍ତା ସୃଷ୍ଟି ପରିବର୍ତନର ଦିବ୍ୟ କାର୍ଯ୍ୟ କରୁଅଛନ୍ତି,କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗର ଆଗମନ ର ଏହି ଶୁଭ ବେଳାରେ ଆସି ଆତ୍ମା ମାନଙ୍କର ସତ ଶିକ୍ଷକ ବନି ସତମାର୍ଗ ରେ ଯିବାକୁ ମାର୍ଗ ଦର୍ଶାଉଛନ୍ତି, ଏହି ଆବାହନ ଦେଇ ରଥ ଟି ସାନଆର୍ଯ୍ୟପଲ୍ଲୀ,ବଡ଼ ଆର୍ଯ୍ୟପଲ୍ଲୀ, କଣମଣା ଓ ଟାକିରିଆବ୍ରହ୍ମପୁର ଗ୍ରାମ ବୁଲିଥିଲା,ଏହି କାର୍ଯ୍ୟକ୍ରମ ରେ ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା ଓ ଛତ୍ରପୁର ସଂଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଯୋଗଦେଇଥିବା ବେଳେ ପରିଚାଳନା ବ୍ରହ୍ମକୁମାରୀ ଅମ୍ବିକା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ