ପୁଣି ଅଭିନୟକୁ ଫେରିଲେ ରିଷି କାପୁର

ମୁମ୍ବାଇ : କର୍କଟ ରୋଗରୁ ମୁକ୍ତି ପାଇବା ପରେ ପୁଣି ଅଭିନୟ ଜଗତକୁ ଫେରିଛନ୍ତି ଭେଟେରାନ୍ ବଲିଉଡ୍‌ ଅଭିନେତା ରିଷି କାପୁର। ଆଗାମୀ ଫିଲ୍ମ ଶର୍ମାଜି ନମକିନ ଫିଲ୍ମ ପାଇଁ ମୋହର କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ବ୍ରେକ ନେଇଥିଲେ ଋଷି କପୁର । ଏହି ଫିଲ୍ମରେ ଋଷିଙ୍କ ସହିତ ସ୍କ୍ରିନ ସେୟାର କରିବେ  ଜୁହି ଚାୱଲା । ପୂର୍ବରୁ ଜୁହି -ଋଷି କପୁର  ବୋଲ ରାଧା ବୋଲ, ଇନା ମିନା ଡିକା, ସାଜନ କା ଘର ପରି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ