ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୭୭ ତମ ଶହୀଦ ଦିବସ ପାଳିତ

ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର କାରାମଣ୍ଡଳ ପରିସରରେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୭୭ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର କାରାଗାରର ବରିଷ୍ଠ ଅଧିକ୍ଷକ ଆଶୀଷ କୁମାର ସିହ୍ନା କୋରାପୁଟ ଓ ବ୍ରହ୍ମପୁର କାରଗାରରେ କାର୍ଯ୍ୟରତ ଥିବାରୁ ସେ ନିଜକୁ ଗୈାରବା ନ୍ୱିତ ଥିବା ସେ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଶଶୀକାନ୍ତ ମହାଲିକ , କାରଗାର ମଙ୍ଗଳ ଅଧିକାରୀ ବିଜୟ କୁମାର ରଥ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ । ସ୍ଥାନୀୟ ସ୍କୁଲ ପିଲା ମାନେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ବ୍ରହ୍ମପୁର କୋର୍ଟ ପରିସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତ ି ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗକୁ ସେ ସୂଚନା ଦେବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ