ବ୍ଲକର ମାଟ୍ରିକ ଟପର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ହାଟଡିହିି, (ବିକାଶ ବିଶ୍ୱାଳ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଡଅଁର ଗ୍ରାମର ପ୍ରଦୀପ ଜେନା ଓ ପ୍ରଭାସିନୀ ଜେନାଙ୍କ ଝିଅ ତଥା ଟି.ଏମ ଏକାଡେମୀର ଛାତ୍ରୀ ପ୍ରତୀକ୍ଷା ଜେନାଙ୍କୁ ସାନଭି ସେବା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ ମଲ୍ଲିକ, ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ଅଜୟ କୁମାର ଜେନା, ସନ୍ତୋଷ ପରିଡା ପ୍ରମୁଖ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ