ଶୋଇଥିବା ଅବସ୍ଥାରେ ଟ୍ରକ ଡ୍ରାଇଭ୍ ମୃତ୍ୟୁ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ବିଟ ହାଉସ ଠାରୁ ୪୦ ମିଟର ଦୂର ପୋକଡି ଵନ୍ଧ ଛକ ରେ ବୁଧବାର ଦିନ ଏକ ଟ୍ରକ ଡ୍ରାଇଭ୍ରର କୃଷ୍ଣ ରାଉତ (୬୦), ଟ୍ରକ ସମ୍ବୁଖ ଶୋଇ ରହିଥିବା ଅବସ୍ଥାରେ ମୃତ୍ୟୁ ବରଣ ହୋଇଛି, ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଅଳକା ପୁରୀ ଅଞ୍ଚଳ ର ଜଣେ ଟ୍ରକ ମାଲିକ ଙ୍କ ପାଖରେ ଦୀର୍ଘ ୮ଵର୍ଷ,ହେଲା ମାଲ ବୋଝେଇ ଟ୍ରକ ଚଳା ଇ ଆସୁ ଥିଲେ।ସ୍ଥାନୀୟ କିଛି ଲୋକ ମାନେ କହିବା ଅନୁସାରେ ବୁଧବାର ଦିନ ହାଲିଆ ହୋଇ ଦେହ ଖରାପ ଲାଗୁଛି ବୋଲି କହି ସେହି ଚଳାଉଥିବା ଟ୍ରକ ସ ମ୍ବୁ ଖ ରେ ନିଜ ର ଗାମୁଛା ପାରି ଶୋଇ ରହି ଥିବା ବେଳେ ଟ୍ର କ ଡ୍ରାଇଭର କୃଷ୍ଣ ରାଉତ କେତଳ ତାର ମୃତ୍ୟୁ ହୋଇ ଯାଇଛି। ଅପରାହ୍ନ ସମୟ ବର୍ଷ। ପବନ ହେବାରୁ ସେହି ଅଞ୍ଚଳର କିଛି ଡ୍ରାଇଭର ମାନେ ତାଙ୍କୁ ଉଠାଇ, ଥିଲେ ମଧ୍ୟ ସେ ନ ଉଠି ବାରୁ ଡ୍ରାଇଭ୍ ମାନେ ଚମା ଖଣ୍ଡି ଥାନା ଅଧିକାରୀ ସୁଦି ପ୍ତ କୁମାର ସାହୁ ଙ୍କୁ ଜଣା ଇ ବା ରୁ ଏହି ସ ମ୍ପ ର୍କ ଖବର ପାଇ ସଵ ଇନିସପେକ୍ଟର ମାନସୀ ସାହୁ ଓ ଏ ଏସ ଆଇ ଅରୁଣ କୁମାର ରାଉତ ପହଞ୍ଚି ତଦନ୍ତ କରି ମୃତ୍ୟୁ ବରଣ କରି ଥିବା ଡ୍ରାଇଭ୍ କୃଷ୍ଣ ରାଉତ ଙ୍କ ମୃତ୍ୟୁ ଦେହ କୁ ବ୍ର ହ୍ନ ପୁର ବଡ଼ ମେଡ଼ିକାଲରେ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଶଵ ବ୍ୟଵ ଚ୍ଛେ ଦ ରିପୋର୍ଟ ଆସିଲେ ତାଙ୍କର ପ୍ରକୃତ ମୃତ୍ୟୁ କିପରି ହୋଇଛି ଜଣାପଡିବ । ଥାନା ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା କେସ ନମ୍ବର ୨/୨୦୨୩ ରୁଜୁ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ