ପୁଣି ନାବାଳିକା ଦୁଷ୍କର୍ମ ମାମଲାରେ ସଂପର୍କିୟ ଭାଇ ଗିରଫ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ରାଇରଙ୍ଗପୁର ଟାଉନଥାନା ଅଧିନ ଏକ ଗ୍ରାମରେ ଜଣେ  ନାବାଳିକାଙ୍କୁ ସଂପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟାଉନଥାନା ପୋଲିସ ଜଣେ ସଂପର୍କୀୟା ଭାଇଙ୍କୁ ଗିରଫ କରିଛି ।ପିଡିତା ପରିବାର ତରଫରୁ ଏକ ମାମଲା ରୁଜୁ ପରେ ପୋଲିସ ତରଫରୁ ୧୫୯/୧୯ ଏକ କେସ୍ ମାମଲା ରୁଜୁ କରିବା ସହ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ