ଗଳାପୋଲ ତଳେ ବର୍ଷା ଯୋଗୁଁ ୫ ଫୁଟ ପାଣି ଠିଆ ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଟ୍ରେନ ଅଟକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଟାଟା ବାଦାମ ପାହାଡ଼ ରେଳପଥରେ ଗୋରୁମହିଷାଣୀ ନିକଟସ୍ଥ ବଡମୌଦାରେ ତନଖି ଫାଟକ ନିକଟରେ ରେଳ ବିଭାଗର ତ୍ରୁଟି ପୁର୍ଣ ଗଲାପୋଲ ନିର୍ମାଣ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ।ଆଜି ବର୍ଷା ଫଳରେ ପୋଲ ତଳେ ୫ ଫୁଟ ପାଣି ଠିଆ ହୋଇଥିଲା ।ବିକଳ୍ପ ରାସ୍ତା ନ ଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ସାଧାରଣ ଲୋକେ ଯିବା ଆସିବା କରି ନ ପାରି ନାହିଁ ନଥିବା ଅସୁବିଧା ହୋଇଥିଲେ । ପୂର୍ବରୁ ମଧ୍ୟ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।ବର୍ଷା ନ ହୋଇଥିଲେ ବି ଗଳାପୋଲ ବାଟେ ଭାରି ଯାନ, ଯାତ୍ରୀବାହୀ ବସ୍ ପ୍ରମୁଖ ଯିବା ଆସିବା କଷ୍ଟକର ହୋଇଥାଏ । ଉତ୍ୟକ୍ତ ଲୋକେ ବାଧ୍ଯ ହୋଇ ଟାଟା – ବାଦାମ ପାହାଡ଼ ମେମୁ ରେଳ ଯାତ୍ରୀବାହୀ ଟ୍ରେନକୁ ଦିର୍ଘ ସମୟ ଅଟକ ରଖିଥିଲେ ।ବାଧ୍ୟହୋଇ ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଗୋରୁମହିଷାଣୀ ଥାନାଧିକା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ