ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାଟବଣା,ମୁଖ୍ୟମନ୍ତ୍ରୀ ଓ ଅର୍ଥବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡାରେ ପଞ୍ଚଦଶ ଅର୍ଥ କମିସନଙ୍କ ଅନୁଦାନଙ୍କୁ ହେରଫେର କରି ମିଥ୍ୟା ବିଲ କରିଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ| ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ସୋରଡା ବ୍ଲକ କନିଷ୍ଠ ଜନ୍ତ୍ରୀ ଏହି ଅନୁଦାନକୁ ମିଥ୍ୟା ବିଲ କରିବା ସହ ଅର୍ଥ କମିଶନଙ୍କ ଅନୁଦାନଙ୍କୁ ସୋରଡା ବିଧାୟକଙ୍କ ନାମରେ ଉଛର୍ଗ କରିଛନ୍ତି| ଏହା ରତଦନ୍ତ ପାଇଁ ଗଞ୍ଜାମ ଜିଲପାଳଙ୍କୁ ଅଭିଯୋଗ କରିଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ