ବାଇଝାଲ ପ୍ରକଳ୍ପ ଅନୁଧ୍ୟାନ କଲେ ଡଃ ତିରୁପତି ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ଅଧକ୍ଷ

ପାରଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ବାଇଝାଲ ପ୍ରକଳ୍ପ ପରିଦର୍ଶନ କରିଥିଲେ ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ,କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟମ୍ମା , କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ . ସୁଧାରଣୀ , ଜିଲ୍ଲା ବିଜେଡ଼ି ଉପସଭାପତି ରୋକ୍କାମ ସତୀଶ ଉକ୍ତ ପ୍ରକଳ୍ପ ଟି ୧୯୮୦ ମସିହାରୁ କାର୍ଯ୍ୟକାରୀ ପାଇଁ ସରକାର ଏନକେ ପ୍ରସ୍ତାବ ସତ୍ବେ କିଛି କାରଣ ଯୋଗୁଁ ଏହା କାର୍ଯ୍ୟ କାରୀ ହୋଇ ପାରିଲା ନହିଁ । ତେବେ ଜଳ ବିଭାଜିକା ବିଭାଗ ଏବଂ ଜଳ ସେଚନ ବିଭାଗ ମାଧ୍ୟମରେ ଉକ୍ତ ଅଞ୍ଚଳ ମାଧ୍ୟମରେ ଉକ୍ତ ଅଞ୍ଚଳରେ କେନାଲ ମାଧ୍ୟମରେ ଜଳ ସେଚନର ବ୍ୟବସ୍ଥା ପାଇଁ ଅଞ୍ଚଳ ବାସୀଙ୍କ ଅଲୋଚନ ହୋଇଥିଲା । dr ପାଣିଗ୍ରାହୀ ପ୍ରତିଶୁତି ଦେଇ କହିଛନ୍ତି କି ଆଗାମୀ ଦିନ ରେ ଗୁମା ବ୍ଲକ ରେ ବିଭିନ୍ନ ପ୍ରକଳ୍ପ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ