ଓଡିଶାରେ ଶାହା

ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ସାହା ପାରଳୀଖେମୁଣ୍ଡିର କାଶୀନଗର ବ୍ଲକ ପଡିଆରେ ଆୟୋଜିତ ସାଧାରଣ ସଭାରେ ନେତା ଓ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବେ । ଉକ୍ର କାର୍ଯ୍ୟକ୍ରମରେ କତେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜନ୍ତ ପଣ୍ଡା ଓ ଓଡିଶା ପ୍ରଭାରୀ ଅରୁଣ ସିଁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ