ନୂଆଦିଲ୍ଲୀ- ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇ ଫସିଥିବା ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଛି । ଦୁଇଟି ମାମଲାରେ ତାଙ୍କୁ ୨୫ – ୨୫ ହଜାର ଟଙ୍କା ମୁଚାଲିକାରେ ଜାମିନ୍ ଦିଆଯାଇଛି । ସୂଚନାଥାଉକି ଡିସେମ୍ବର ୧୫ରେ ବୁନ୍ଦି ପୋଲିସ ପାୟଲଙ୍କୁ ଗିରଫ କରିଥିଲା ।