ଓଡ଼ିଶା ମେଡିକାଲ କର୍ମ·ରୀ ସଂଘ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର,: ଓଡ଼ିଶା ମେଡିକାଲ କର୍ମ·ରୀ ସଂଘ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଶାଖାର ସାଧାରଣ ପରିଷଦ ବୈଠକ ସଂଘ କାଯର‌୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଅନୁଷ୍ଠିତ ହେ ।ଇଯାଇଛି । ବୈଠକରେ ସଂଗଠନର ଉପଦେଷ୍ଟା ରବି ରଥ ଅଧ୍ୟକ୍ଷତା କରିଥିଲେ । ସର୍ବସମ୍ମତିକ୍ରମେ ଅ ।ଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେ ।ଇଯାଇଛି । ସଂଗଠନର ଅ ।ଇନ ପରାମର୍ଶଦାତା ପ୍ରଦୀପ କୁମାର ବେହେରା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରି·ଳନା କରିଥିଲେ । ବୈଠକରେ ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ପୂର୍ବତନ ସମ୍ପାଦକ ଲାଲୁ ମେ ।ହନ ବେହେରା ପଯର‌୍ୟବେକ୍ଷକ ଭାବେ ଯେ ।ଗ ଦେଇଥିଲେ । ଶତାଧିକ ସ୍ଥାୟୀ ଓ ଅସ୍ଥାୟୀ କର୍ମ·ରୀ ନିର୍ବାଚନରେ ଭାଗ ନେଇଥିଲେ । କର୍ମକର୍ତ୍ତାମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଭାବେ ରାଜୁ ଚିନ୍ନା, ଯୁଗ୍ମ ସମ୍ପାଦକ ଭାବେ ରବି ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ଭାବେ ସନାତନ ନାୟକ, ଏନ. ନିରଞ୍ଜନ ଦାସ ଓ ରାଜଲକ୍ଷ୍ମୀ ସାହୁ, କାଯର‌୍ୟାଳୟ ସମ୍ପାଦକ ଭାବେ ବି. ଚନ୍ଦ୍ରୁ ପାତ୍ର, କେ ।ଷାଧ୍ୟକ୍ଷ ଭାବେ ସନିଅ । ନାୟକ ନିର୍ବାଚିତ ହେ ।ଇଥିବା ବେଳେ ସଂଗଠନର ଉପଦେଷ୍ଟା ଭାବେ ରବି ରଥ, ଅ ।ଇନ ପରାମର୍ଶଦାତା ଭାବେ ଅ ।ଡଭେ ।କେଟ ପ୍ରଦୀପ କୁମାର ବେହେରା ଓ ଅ ।ଡ଼ଭେ ।କେଟ ସଞ୍ଜିତ ପାଣିଗ୍ରାହୀଙ୍କୁ ମନେ ।ନୀତ କରାଯାଇଥିଲା । କାଯର‌୍ୟକାରୀ କମିଟି ସଦସ୍ୟ ଭାବେ ତାରିଣୀ କହ୍ନେଇ, ବିଭୁତି ଭୂଷଣ ମିଶ୍ର, ଏମ. ଉଷାରାଣୀ, ଗୌରୀ ଘଡ଼େଇ, ହରିହର ଚିନ୍ନା, ଉମା ଚୌଧୁରୀ, ନିଳାଦ୍ରୀ ପାତ୍ର, ଅ ।ନନ୍ଦ ମିଶ୍ର, ଗୌରହରି ମହାପାତ୍ର, ରାମ ଗୌଡ଼, ସନାତନ ନାୟକ, ସିଏଚ୍ ସୁନୀଲ ପାତ୍ର, ନନ୍ଦିନୀ ସାମନ୍ତରା, ରମେଶ ରାଓ, ମୁରଲୀ ରାଜୁ, ବିଷ୍ଣୁ, ଘନଶ୍ୟାମ ସାହୁ, ପୂର୍ଣ୍ଣ ରେଡ଼ୀ, ଲକ୍ଷ୍ମୀ ପାତ୍ର, ମନେ ।ଜ ନାୟକ, ଜ୍ୟୋତ୍ସ୍ନା ତ୍ରିପାଠୀ ଓ ମଞ୍ଜୁ ନାୟକ ପ୍ରମୁଖ ୨୧ ଜଣଙ୍କୁ ଚୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ