ଚନ୍ଦ୍ରଗିରିରେ କଳିଙ୍ଗବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ମିନି ଷ୍ଟାଡିୟମରେ କଳିଙ୍ଗବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ତିବତୀୟଙ୍କ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟଅତି ଅତିଥ୍ ଭାବେ ବତୀୟ ଗୁରୁ ฉ ରିପୋଚେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ସମ୍ମାନିତ ଅତିଥ୍ ତିଥ୍ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିରାଙ୍ଗ ଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ସା ପିମା ତେମ୍ପଲ୍, ଫୁଣ୍ଟ ସୋଲିଂ ସେ ପ୍ରତିନିଧ୍ ଜାମ୍ପେଲ, ଟୁକୁ କୁଞ୍ଚୋପ, ଟୁଲକୁ ଲକୁ, ଚନ୍ଦ୍ରଗିରି ସରପଞ୍ଚ ରଜନୀକାନ୍ତ ପ୍ରଧାନ, ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପ୍ରମୁଖ ଯୋଗ ଦେଇଥିଲେ। ତିବତୀୟ ଓଡ଼ିଶାର ଚନ୍ଦ୍ରଗିରିରେ ରହିବା ବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ମୋହନା ଓ ଆର. ଉଦୟଗିରି ବ୍ଲକର ୧୨ ଟି ଦଳ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦିନରେ ଗଡ଼ର କ୍ରିକେଟ ଟିମକୁ ହରାଇ ମୋହନା କ୍ରିକେଟ ଟିମ ବିଜୟୀ। ମ୍ୟାଚକୁ ଅମନିନ୍ଦ୍ର କର ଓ ପବିତ୍ର କାର୍ଜି ପରିଚାଳନା କରିଥିଲେ I


