ସାମ୍ବାଦିକ ଆମୋଦ ପାରଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳ ମଣ୍ଡଳୀରେ ସଂଖ୍ୟାଲଘୁ ଏବଂ ଯୁବ ସାମ୍ବାଦିକ ଆମୋଦ କୁମାର ବଦ୍ଧ ବର୍ଦ୍ଧନ ବହୁ ବ ବରିଷ୍ଠ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମର୍ଥନ ଉପସ୍ଥିତିରେ ନିଜ ସମର୍ଥ ନିଜ ସମର୍ଥକଙ୍କୁ ନେଇ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚ ନ ମଣ୍ଡଳୀର ବି ଧାୟକ ପ୍ରାର୍ଥୀ ଆମୋଦଙ୍କ ଏଭଳି ନିଷ୍ପତି ତିକୁ ବହୁ ବୁଦ୍ଧିଜୀବୀ ସ୍ଵାଗତ ଓ ସହଯୋଗ କରିଛନ୍ତି । ଗତ ଦୀର୍ଘ ୧୨ ବର୍ଷ ହେଲା ଆମୋ ଗାଦ ବର୍ଦ୍ଧନ ଗଜପତି ଜିଲ୍ଲାରେ ନିଜର ସାମ୍ବାଦିକତା ଏବଂ ସମାଜସେବୀ ମାଧ୍ୟମରେ ଗରିବ ଅସହାୟ ଲୋକଙ୍କ ପାଖେ ପହଞ୍ଚ୍ ସେମାନଙ୍କ ଦୁଃଖ କଷ୍ଟକୁ ଅତି ନିକଟରୁ ଦେଖୁଛନ୍ତି, ଅନେକ ସମୟରେ ଏକ ନିଃସ୍ୱାର୍ଥ ସମାଜସେବୀ ଭାବେ ଗରିବଙ୍କ ନିମନ୍ତେ ସ୍ୱର ଉତ୍ତୋଳନ କରିଛନ୍ତି । ତେଣୁ ବଦ୍ଧନ ପାରଳା ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ବିକାଶ ତଥା ନିର୍ବାଚନ ମଣ୍ଡଳୀରେ ଥୁବା ସବୁ ବର୍ଗର ଜନତାଙ୍କ ସ୍ଵର ହୋଇ ଆଜି ୧୨ ଗୋଟି ପ୍ରତିଜ୍ଞା ପତ୍ରକୁ ପାରଳା ସହରର ବିକାଶ, ବିଶୁଦ୍ଧ ପାନୀୟଜଳ, ଗମନାଗମନର ସୁବିଧା ଏକ ନୂଆ ପାରଳାଖେମୁଣ୍ଡି ମୁଣ୍ଡିକୃ ଆଦ୍ଧାର କରି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦକ୍ଷେପ ଇଣ୍ଡିଆ ପ୍ରାଜାବନ୍ଧୁ ପାର୍ଟି ଶତପ୍ରତିଶତ ତ ସମର୍ଥନ । କରିଛି। ୨୦୨୪ ଭଳି ଗତ ଦିନମାନଙ୍କରେ ଅନେକ 1ଧାରଣ । ନିର୍ବାଚନ ବିତି ଯାଇଛି କିନ୍ତୁ ଏକ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ କୌଣସି ଆଞ୍ଚଳିକ କିମ୍ବା ଜାତୀୟ ଦଳ ବିଧାୟକ ପ୍ରାର୍ଥୀ ଭାବେ ସୁଯୋଗ ଦେଇନାହାନ୍ତି. ଏଣୁ ଆମୋଦ ଏହି ପଦକ୍ଷେପ ଦ୍ଵାରା ସଂଖ୍ୟାଲଘୁ, ଆଦିବାସୀ, ନିରୀହ, ଗରିବ ମାହୋଲରେ ଏକ କପ୍ରକାର ଆନନ୍ଦର ଲହରୀ ଦେଖୁବାକୁ ମିଳିଛି । ବର୍ତମାନ ଆମୋଦ ବଦ୍ଧନଙ୍କ ଏହି ପଦକ୍ଷେପ ଦ୍ବାରା ଦଳିତ, ସଂଖ୍ୟାଲଘୁ, ଆଦିବାସୀ, ଗରିବ ଲୋକଙ୍କ ଏକ ପ୍ରକାର ସମର୍ଥନ ସହ ବିଜୟ ହେବାର ସମ୍ଭାବନା ସୃଷ୍ଟି ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ