୫ କିଟ୍ଵିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ୪ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଶିକୁଳିପଦର ଗାଁ ନିକଟରେ – ଏକ କାର୍‌ରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର କାହ୍ନୁଚରଣ ଭୂୟାଁ, ଯୁଗୁନ ବିଷୋୟୀ, ସଞ୍ଜୟ ସ୍ବାଇଁ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଲୋକା ମାଝୀ | ସମାନଙ୍କ ଠାରୁ ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ ହୋଇଥିବା ଥାନା ଅଧିକାରୀ → ବସନ୍ତ ସେଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଗୁରୁବାର ସକାଳେ ଶିକୁଳିପଦ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ଏହି ଏହି ସମୟରେ ସମୟରେ ଏକ ଏକ କାର୍ କାର୍ ଦ୍ରୁ ଦ୍ରୁତଗତିରେ ଯାଉଥିବା ଦେଖ୍ ପୁଲିସ ପିଛା କରି କରିବା ସହ କାରକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ପରେ ଏଥିରେ ୫ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଥ‌ିବା ଜଣାପଡ଼ିଥିଲା। ଉକ୍ତ ଗଞ୍ଜେଇ ଗଜପତିରୁ ବ୍ରହ୍ମପୁର ଚୋରା ଚାଲାଣ ହେଉଥିଲା ଲା I I ମୋହନା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୪ ଜଣକୁ ଗିରଫ କରାଯିବା ସହ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ