ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ତ କଣ୍ଟିଆଗଡ ଗ୍ରାମରେ ରିଲିଆନ୍ସ ଫାଉଣ୍ଡେସନ ଓ କାମଧେନୁ ସେବାସମିତି ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା. ରିଲିଆନ୍ସ ଫାଉଣ୍ଡେସନର କର୍ମୀ ଜ୍ୟୋତିର୍ମୟ ବିଶ୍ୱାଳ ସ୍ୱଛତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହଗ୍ରାମର ଥିବା ନଳକୂପ ପରିସର ଗୁଡିକ ସଫାଇ କରାଯାଇଥିଲା. କାମଧେନୁ ଅନୁଷ୍ଠାନ କର୍ମୀ ଟୁନା ମହାରଣା , ବାତ୍ୟା ଆଶ୍ରୟସ୍ଥଳୀ ସମ୍ପାଦକ ନରସିଂହ ସ୍ୱାଇଁ ପ୍ରଭୁତି ଗ୍ରାମବାସୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ