ମିଟ ଗୃପ ଅଫ ଇନ୍ସଶ୍ଚିଟିୟୁଟ ପକ୍ଷରୁ ସମ୍ମାନିତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସୋମବାର ଦିନ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ମିଟ ପକ୍ଷରୁ ଅନୁଷ୍ଠିତ ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାସେବୀ ସଂଘମିତ୍ରା ଗୃପ କୁ ଉତ୍ତମ ସେବାକାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା !ସେବା ହିଁ ପରମ ଧର୍ମ ଓ ମାନବ ସେବା ହିଁ ପ୍ରକୃତ ସେବା ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଘମିତ୍ରା ପଟେଲ ମାନବିକତା ର ପ୍ରକୃତ ପରିଚୟ ଦେଇ ପ୍ରତି ମୁହୂର୍ତ୍ତରେ ତାଙ୍କ ଗୃପ ସେବା କରି ଆସୁଥିବାରୁ ଅନେକ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛି ଆଜି ମିଟ ଗୃପ ଅଫ ଇନ୍ସଶ୍ଚିଟିୟୁଟ ପକ୍ଷରୁ ସଂଘମିତ୍ରା ଗ୍ରୁପ୍ କୁ ସମ୍ମାନିତ କରିଛନ୍ତି ! ସଂଘମିତ୍ରା ନିଜର ଇଛା ଓ ସାହସ ବଳରେ ଆଜି ସମାଜରେ କିଛି କରିବାର ରାସ୍ତା ତିଆରି କରି ପାରିଛନ୍ତି , ଏଣୁ ମୀଟ ଗ୍ରୁପ୍ ପକ୍ଷରୁ ମୁଖ୍ୟ ଅତିଥି ଡାକ୍ତର ମାଧବ ନାୟକ ଓ କମଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ସଂଘମିତ୍ରା ଓ ତାଙ୍କ ଗୃପକୁ ସମ୍ମାନିତ କରିଥିବାରୁ ସବୁ ମହଲରୁ ଶୁଭେଚ୍ଛା ର ସୂଅ ଛୁଟୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ