ବିଶ୍ୱ ରକ୍ତଦାତା ଦିବସ

ଗୁଣୁପୁର,(ୱାଇଏନଏସ): ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଭଣ୍ଡାର ପରିସରରେ ବିଶ୍ୱ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଜିଲ୍ଲା ମନରେଗା ଲୋକପାଳ ଅକ୍ଷୟ ଦାଶ ,ଡ଼. ପ୍ରଦୀପ କୁମାର ପଣ୍ଡା ଉଦଘାଟନ କରିଥିଲେ l ପ୍ରଥମେ ଡ଼. ପଣ୍ଡା ରକ୍ତଦାନ କରି ଅନ୍ୟ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ଫାର୍ମାସିଷ୍ଟ ସନ୍ତୋଷ ପାତ୍ର, ସୁରୁଚି ପlତ୍ର, ସଞ୍ଜୟ ମହାନ୍ତି ଓ ହସ୍ପିଟାଲ ମ୍ୟାନେଜର ଜିତେନ୍ଦ୍ର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବାବେଳେ, ଡ଼. ଆୟୁଷ କାନ୍ତ ବେହୁରାଙ୍କ ତ୍ବତ୍ତ୍ୱବଧାନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ