ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ବରିଷ୍ଠ ନେତ୍ରୀଙ୍କ ବିୟୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ବରିଷ୍ଠ ନେତ୍ରୀ ବନ୍ଦନା ଚୌଧୁରୀଙ୍କ ଅକାଳ ବିୟୋଗ ହୋଇଯାଇଛି। ଏସମ୍ପର୍କରେ ଖବର ପାଇ ମହାସଂଘର କର୍ମକର୍ତ୍ତାମାନେ ସ୍ୱର୍ଗତଃ ଚୌଧୁରୀଙ୍କ ମାଧପୁରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାସଂଘ ପକ୍ଷରୁ ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ରଶ୍ମିରଞ୍ଜନ ରାଉତ, ଚନ୍ଦନ ପରିଡ଼ା, ଗୋଲେଖ ଚନ୍ଦ୍ର ପଢିଆରୀ, ଡ. ଚୈତନ୍ୟ ଚରଣ ପରିଡ଼ା, ସୁଶିଲ କୁମାର ସାମଲ, ସୁମନ୍ତ କୁମାର ରାଉତ, ସୁକାନ୍ତ ରାଉତ, ଧନେଶ୍ୱର ରାଉତ, ବୀରେନ ରାୟ, ସୁଧାଶୁଂ ବେହୁରା, ରଞ୍ଜନ କୁମାର ନାୟକ, ସଂଗ୍ରାମ ଜେନା, ସିଦ୍ଧାର୍ଥ ଜେନା, ପୀତବାସ ବେହେରା, ମାନସ ରାଉତରାୟ, ଚିତ୍ତରଞ୍ଜନ ବଳ, ରାଜକିଶୋର ମହାନ୍ତି, ଗୋଲେଖ ଚନ୍ଦ୍ର ପରିଡ଼ା, କେଦାରନାଥ ସାମନ୍ତରାୟ, ଭାଗିରଥୀ ଜେନା, ଉମାକାନ୍ତ ବଳ, ହୃଷିକେଶ ବେହେରା, ନରୋତ୍ତମ ପରିଡା, ତମସା ପାତ୍ର, ମଞ୍ଜୁଲତା ସାମଲ, ଅମୂଲ୍ୟ ସାହାଣୀ, ରାଜକିଶୋର ରାଉତରାୟ ପ୍ରମୁଖ ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେବା ସହିତ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ