ହନୁମାନ ମନ୍ଦିରରୁ ଦାନବାକ୍ସ ଚୋରି

ବନ୍ତ, (ଯୁଗାବ୍ଦ  ନ୍ୟୁଜ୍‌) : ମଂଗଳବାର ବନ୍ତ ଥାନା ଅଧିନ ଟିଲୋ ତାଳପଦା ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ହନୁମାନ ମନ୍ଦିରରୁ କେହି ଦୃବୁର୍ତ୍ତ ଦାନବାକ୍ସ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଦାନବାକ୍ସରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଥିବା କମିଟି ପକ୍ଷରୁ ସନ୍ତୋଷ କୁମାର ପୁହାଣ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ