ନାଗରିକତା ଆଇନ ବିରୋଧରେ ବାହାରିଲେ ମମତା

ନୂଆଦିଲ୍ଲୀ- ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧରେ ବେରୋଧକରି ରାସ୍ତାକୁ ଓହ୍ଲାଇଛନ୍ତି । ଶିଲିଗୁଡ଼ିରେ ମମତା ତାଙ୍କ ସମର୍ଥକମାନଙ୍କ ସହିତ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଅନ୍ୟପଟେ ରାଜଧାନୀ ନୂଆଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିରୋଧ ଜାରି ରହିଛି। ଦିଲ୍ଲୀର ଶାହୀନ ବାଗରେ ବିକ୍ଷୋଭକାରୀମାନେ ବିଗତ ୨୦ ଦିନ ଧରି ଧାରଣାରେ ବସିଛନ୍ତି। ଶୁକ୍ରବାର ମୁମ୍ବଇରେ ଜମାତ-ଏ-ଇସଲାମୀ ଏବଂ ଶିବସେନା ପକ୍ଷରୁ ଆଇନ ବିରୋଧରେ କ।ର୍ଯ୍ୟକ୍ରମ ଆୟୋଜନ କରାଯିବାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ