ଡେଭିଡ ମାଲପାସ ବିଶ୍ୱବ୍ୟାଙ୍କ ନୂଆ ଅଧ୍ୟକ୍ଷ
ୱାଶିଂଟନ୍, (ଏଜେନ୍ସି): ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଅଧିକାରୀ ଡେଭିଡ଼୍ ମାଲପାସ୍ଙ୍କୁ ବିଶ୍ୱ ବ୍ୟାଙ୍କ୍ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ବିଶ୍ୱ ବ୍ୟାଙ୍କ୍ର କାର୍ଯ୍ୟକାରୀ ବୋର୍ଡ଼ର ସାଧାରଣ ସହମତି ଦ୍ୱାରା ୬୩ବର୍ଷୀୟ ମାଲପାସ୍ଙ୍କୁ ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହା ବର୍ତ୍ତମାନ ସୁଦ୍ଧା ଆର୍ଥିକ ବିଭାଗରେ ଅନ୍ତରାଷ୍ଟ୍ରୀୟ ମାମଲାର ଉପମନ୍ତ୍ରୀ । ମାଲପାସ୍ ଆମେରିକାର ବିଶ୍ୱ ବ୍ୟାଙ୍କ୍ର ୧୩ତମ ଅଧ୍ୟକ୍ଷ ହେବେ । ଯାହାଙ୍କ କାର୍ଯ୍ୟକାଳ ସମୟ ଏପ୍ରିଲ୍ ୯ଠାରୁ ୫ବର୍ଷ ପର୍ଯ୍ୟନ୍ତ ହେବ । ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ ଅନ୍ତରାଷ୍ଟ୍ରୀୟ ପୁନନିର୍ମାଣ ଏବଂ ବିକାସ ବ୍ୟାଙ୍କ୍ (ଆଇବିଆର୍ଡ଼ି) ତଥା ଅନ୍ତରାଷ୍ଟ୍ରୀୟ
ୱାଶିଂଟନ୍, (ଏଜେନ୍ସି): ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଅଧିକାରୀ ଡେଭିଡ଼୍ ମାଲପାସ୍ଙ୍କୁ ବିଶ୍ୱ ବ୍ୟାଙ୍କ୍ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ବିଶ୍ୱ ବ୍ୟାଙ୍କ୍ର କାର୍ଯ୍ୟକାରୀ ବୋର୍ଡ଼ର ସାଧାରଣ ସହମତି ଦ୍ୱାରା ୬୩ବର୍ଷୀୟ ମାଲପାସ୍ଙ୍କୁ ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହା ବର୍ତ୍ତମାନ ସୁଦ୍ଧା ଆର୍ଥିକ ବିଭାଗରେ ଅନ୍ତରାଷ୍ଟ୍ରୀୟ ମାମଲାର ଉପମନ୍ତ୍ରୀ । ମାଲପାସ୍ ଆମେରିକାର ବିଶ୍ୱ ବ୍ୟାଙ୍କ୍ର ୧୩ତମ ଅଧ୍ୟକ୍ଷ ହେବେ । ଯାହାଙ୍କ କାର୍ଯ୍ୟକାଳ ସମୟ ଏପ୍ରିଲ୍ ୯ଠାରୁ ୫ବର୍ଷ ପର୍ଯ୍ୟନ୍ତ ହେବ । ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ ଅନ୍ତରାଷ୍ଟ୍ରୀୟ ପୁନନିର୍ମାଣ ଏବଂ ବିକାସ ବ୍ୟାଙ୍କ୍ (ଆଇବିଆର୍ଡ଼ି) ତଥା ଅନ୍ତରାଷ୍ଟ୍ରୀୟବିକାସ ସଂଘ (ଆଇଡ଼ିଏ)ର ନିର୍ଦ୍ଦେଶକ ମଣ୍ଡଳର ଅଧ୍ୟକ୍ଷ ହୋଇଥାନ୍ତି ।


